ରାଜ୍ୟର କେତେ ଶିଶୁ ରାସ୍ତା କଡ଼ରେ ରହୁଛନ୍ତି ?
ରାଜ୍ୟର କେତେ ଶିଶୁ ରହୁଛନ୍ତି ରାସ୍ତା କଡ଼ରେ ? ଆଜି ବିଧାନସଭାରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାସ୍ତାକଡରେ ୩୯୩ ଜଣ ଶିଶୁ ରହୁଥିବା ନେଇ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ସେ କହିଛନ୍ତି ଯେ, ଏବେ ରାଜ୍ୟରେ!-->…
