ପ୍ରଥମ ଦିନରେ ୧୬ ଗୁଣ ଅଧିକ ଲୋକ ନେଲେ ବୁଷ୍ଟର ଡୋଜ୍
ଗତ କାଲି ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିଆ ଟୀକାକରଣ ଅଭିଯାନ। ଏହି ଅଭିଯାନ ଅଧୀନରେ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯିବ। ତେବେ ପ୍ରଥମ ଦିନରେ ହିଁ ରେକର୍ଡ ସୃଷ୍ଟି ହୋଇଛି। ପୂର୍ବରୁ ଯେତିକି ଲୋକ ବୁଷ୍ଟର ଡୋଜ୍ ନେଉଥିଲେ ମାଗଣା ଅଭିଯାନର ପ୍ରଥମ ଦିନରେ ତା’ ଠାରୁ ୧୬ ଗୁଣ ଅଧିକ ଟିକା!-->…
