ଏଣିକି ‘ନୋ ମାସ୍କ ନୋ ଗୁଡ୍ସ’
ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା କାରଣରୁ କଡା ନିର୍ଦ୍ଦେଶନାମା ଜାରି କରିଛି ବିଏମସି। ଏଣିକି ଆଉ ମାସ୍କ ନପିନ୍ଧିଥିଲେ ଗ୍ରାହକଙ୍କୁ ଜିନିଷ ନଦେବା ପାଇଁ ଦୋକାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦୋକାନ ଆଗରେ 'ନୋ ମାସ୍କ ନୋ ଏଣ୍ଟ୍ରି', 'ନୋ!-->…
