ଦଳୀୟ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ପାଇଁ ଆଜି ପ୍ରଚାର କରିବେ ସାସଂଦ ଅପରାଜିତା ଷଡ଼ଙ୍ଗୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଜମୁଛି ପିପିଲି ନିର୍ବାଚନୀ ପ୍ରଚାର। ମାଳମାଳ ନେତା ମନ୍ତ୍ରୀ ଏବେ ପିପିଲି ମୁହାଁ। ଭୋଟରଙ୍କୁ ମନାଇବା ପାଇଁ ସବୁ ରାଜନୈତିକ ଦଳ ଗୁଡିକ ଜୋରଦାର ପ୍ରଚାର କରୁଛନ୍ତି। ତେବେ ଏହି କ୍ରମରେ ଆଜି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା!-->!-->!-->!-->!-->!-->!-->…
