News portal website
before header
[URIS id=5393]

ବ୍ରହ୍ମପୁର ପାଇଁ ୧ଲକ୍ଷ ୪୦ ହଜାର ଟୀକା

0 325

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୪-୦୭-୨୦୨୧

ଏଥର ଟଳିବ ଟିକା ସଂକଟ। ବ୍ରହ୍ମପୁରରେ ପହଞ୍ଚିଲା କୋଭାକ୍ସିନ ଟିକା । ଭୁବନେଶ୍ବର ପରେ ଏଣିକି ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ କୋଭାକ୍ସିନ୍ ଟିକା ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ମହାନଗର ନିଗମକୁ ଚିଠି ଲେଖିଥିଲେ ସ୍ବାସ୍ଥ୍ୟ ବିଭାଗ ଏସିଏସ । ଏହାପରେ ବ୍ରହ୍ମପୁର ସିଟି ହସ୍ପିଟାଲରେ ୧ ଲକ୍ଷ ୪୦ ହଜାର COVAXIN ଟିକା ପହଞ୍ଚିଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରକୁ ଏହା ବିତରଣ କରାଯିବ । ଯେଉଁମାନେ ପ୍ରଥମ ଡୋଜ୍ କୋଭିସିଲ୍‌ଡ ନେଇଛନ୍ତି, ସେମାନେ ଦ୍ବିତୀୟ ଡୋଜ୍ ମଧ୍ୟ କୋଭିସିଲ୍‌ଡ ନେବେ। ଯେଉଁମାନେ ପ୍ରଥମ ଡୋଜ୍‌ ନେବେ, ସେମାନେ କୋଭାକ୍ସିନ୍ ଟିକା ନେବେ। ଗତ କିଛିଦିନ ହେବ ଜିଲ୍ଲାରେ ଟିକା ଅଭାବ ଯୋଗୁ ଟିକାକରଣ ବନ୍ଦ ରହିଥିଲା। ଫଳରେ ଲୋକମାନେ ଟିକାକେନ୍ଦ୍ରରୁ ନିରାଶ ହୋଇ ଫେରୁଥିଲେ। ତେବେ ବର୍ତ୍ତମାନ ଟିକା ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.