News portal website
before header
[URIS id=5393]

ବଡ଼ଧରଣର ଅଦଳବଦଳ;ଯାଜପୁର ଜିଲ୍ଲା ଥାନା ସ୍ତରରେ।

0 949

ଯାଜପୁର

Notice

୦୪-୦୮-୨୦୨୦

ଯାଜପୁର ଜିଲ୍ଲା ଥାନା ସ୍ତରରେ ଥାନାଅଧୀକାରୀଙ୍କୁ ବଡ ଧରଣର ଅଦଳବଦଳ କରାଯାଇଛି। ଏନେଇ ଜିଲ୍ଲା ହେଡକ୍ବାର୍ଟସରୁ ନୋଟିସ ଜାରି ହୋଇଛି।

ନୋଟିସ ଅନୁଯାୟୀ ବିଞ୍ଝାରପୁର ଥାନାଅଧୀକାରୀ ଶିବଚରଣ ବେହେରାଙ୍କୁ ସୁକିନ୍ଦା ବଦଳି କରାଯାଇଥିବା ବେଳେ, ଏନ ସବରଙ୍କୁ ବିଞ୍ଝାରପୁର ବଦଳି କରାଯାଇଛି। ଯାଜପୁର ଥାନାଅଧୀକାରୀ ଆଶିଷ କୁମାର ସାହୁଙ୍କ ଜେନାପୁର ବଦଳି କରାଯାଇଥିବା ବେଳେ ଜେନାପୁର ଥାନାଅଧୀକାରୀ ସୁଶାନ୍ତ ଦାସଙ୍କୁ ଯାଜପୁର କଳିଙ୍ଗନଗର ବଦଳି କରାଯାଇଛି। ବରୀ ରାମଚନ୍ଦ୍ରପୁର ଥାନାଅଧୀକାରୀ ମାର୍କଣ୍ଡେୟ ମିଶ୍ରଙ୍କୁ ବୈରି ବଦଳି କରାଯାଇଥିବା ବେଳେ ଏ. କେ ଜେନାଙ୍କୁ ରାମଚନ୍ଦ୍ରପୁର ଥାନାକୁ ବଦଳି କରାଯାଇଛି।

ସସ୍ମିତା ସାହୁଙ୍କୁ ଡିଷ୍ଟ୍ରିକ୍ଟ କ୍ରାଇମ ରେର୍କଡ ବ୍ୟୁରୋ ରୁ ପାଣିକୋଇଲି ବଦଳି କରାଯାଇଥିବା ବେଳେ ଡିଷ୍ଟ୍ରିକ୍ଟ ହେର୍ଡକ୍ବାର୍ଟରୁ ଦାଶରଥୀ ପାତ୍ରଙ୍କୁ ଡିଷ୍ଟ୍ରିକ୍ଟ କ୍ରାଇମ ରେର୍କଡ ବ୍ୟୁରୋ କୁ ପଠାଯାଇ ବୋଲି ସୂଚନା ମିଳୁଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ

ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.