ଭୁବନେଶ୍ୱର

ତା-୨୪-୦୭-୨୦୨୦
ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅସୁସ୍ଥ।ତେବେ ସେ ଗତକାଲି ସାମାନ୍ଯ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପଲୋ ହସ୍ପିଟାଲକୁ ନିଆଯାଇଥିଲା।
ସେଠାରେ ତାଙ୍କର ମାସିକ ରୁଟିନ ଅନୁଯାୟୀ ସମସ୍ତ ପରୀକ୍ଷା ନୀରିକ୍ଷା କରାଯାଇଥିଲା।ତାଙ୍କର ଅସୁସ୍ଥ ଖବର ପାଇ ମୁଖ୍ଯମନ୍ତ୍ରୀ ନବୀନଙ୍କ ସମେତ 5ଟି ସଚିବ ରାଜ୍ଯପାଳଙ୍କ ଆଶୁ ଆରୋଗ୍ୟ ସହ ଉତ୍ତମ ସ୍ବାସ୍ଥ୍ଯ କାମନା କରିଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews
youtubeaustinnews
twitteraustinnews ରେଆମ ସହ ଯୋଡି ହୋଇ ରୁହନ୍ତୁ।
