News portal website
before header

ଖୋର୍ଦ୍ଧା ଉପଖଣ୍ଡ ଦୈନିକ ୧୬ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳରେ ଆଜି କରୋନା ସ˚କ୍ରମଣ ୨୫୧ ଛୁଇଁଛି। କେବଳ ଏତିକି ନୁହେଁ, ଗତ ୧ ସପ୍ତାହ ମଧ୍ୟରେ ସ୍ଥାନୀୟ ସ˚କ୍ରମଣ ୨୧କୁ ବୃଦ୍ଧି ପାଇଛି। ତେଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ୩୦ ତାରିଖ ଯାଏ ଖୋର୍ଦ୍ଧା

ତୈଳ ଦର ବୃଦ୍ଧି ପାଉଥିବାରୁ ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ବର: ଲଗାତର ଭାବେ ତୈଳ ଦର ବୃଦ୍ଧି ପାଉଥିବାରୁ ଆଜି ରାଜ୍ୟରେ ଘରୋଇ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଅଟୋମେଟିକ ମେକାନିଜମ୍‌ ସିଷ୍ଟମ୍‌ ଅନୁସାରେ ଭଡ଼ା ବୃଦ୍ଧି ପାଇଛି। ଅର୍ଡିନାରି ବସ୍‌ ଭଡ଼ା କିଲୋମିଟର ପିଛା ୬୭ ପଇସାରୁ ୭୦ ପଇସା, ଏକ୍ସପ୍ରେସ୍‌ ବସ ଭଡ଼ା ୭୦ରୁ ୭୩ ପଇସା, ଡିଲକ୍ସ

ବାକି ପରୀକ୍ଷା ବାତିଲ୍ କରି ଅଭ୍ୟନ୍ତରୀଣ ମୂଲ୍ୟାୟାନ ଆଧାରରେ ନମ୍ବର ପ୍ରଦାନ କରିବା କଥା ବିଚାର କରିବାକୁ…

ନୂଆଦିଲ୍ଲୀ: ୧୦ମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବାକି ପରୀକ୍ଷା ପତ୍ରଗୁଡ଼ିକୁ ବାତିଲ୍ କରି ଅଭ୍ୟନ୍ତରୀଣ ମୂଲ୍ୟାୟାନ ଆଧାରରେ ନମ୍ବର ପ୍ରଦାନ କରିବା କଥା ବିଚାର କରିବାକୁ ‘ସିବିଏସ୍‌ଇ’କୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି। ଏହି ନିର୍ଦେଶ ଗ୍ରହଣ କରି ମଙ୍ଗଳବାର ସୁଦ୍ଧା ଏ

ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ