ଓଡିଶା ଅଫିମ ଚୋରା ଚାଲାଣ ବେଳେ ୫ ଗିରଫ Austin News Jul 20, 2022 0 ଅଫିମ ଚାଲାଣ ବେଳେ ୫ ଜଣଙ୍କୁ ଗିରଫ କଲା ପୋଲିସ। କେନ୍ଦୁଝର ଅଫିମ ଚୋରା ଚାଲାଣ ବେଳେ ଧରାପଡ଼ିଲେ ଅଭିଯୁକ୍ତ। ହରିଚନ୍ଦନପୁର ଥାନା ଠାକୁରପଡ଼ା ଗାଁ ନିକଟରୁ ୧୦ କିଲୋ ଓଜନର ଅଫିମ ଜବତ କରାଯାଇଛି। ଏକ କାର୍ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ।