ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା (NIRF)ରେ ନାହିଁ ଓଡ଼ିଶାର କୌଣସି କଲେଜ
ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା (NIRF)ରେ ନାହିଁ ଓଡ଼ିଶାର କୌଣସି କଲେଜ। ଓଡ଼ିଶାର କୌଣସି କଲେଜ ଶ୍ରେଷ୍ଠ ୧୦୦ ମଧ୍ୟରେ ନାହିଁ। ଇଞ୍ଜିନିୟରିଂରେ NITକୁ ୧୫, ସୋଆକୁ ୨୭, IIT ଭୁବନେଶ୍ୱରକୁ ୩୬ ରାଙ୍କ ଇଂଜିନିୟରିଂରେ କିଟ୍କୁ ୪୨ ଓ ସିଭି ରମଣକୁ ୯୮ତମ ସ୍ଥାନ ମିଳିଛି ।
