ବକେୟା ବିଦ୍ୟୁତ୍ ବିଲ୍ ପଇଠ କରାଇବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା
TPCODLନାଁରେ ମିଛ ମେସେଜ ଦେଇ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ। ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୨ ଲକ୍ଷ ୭୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବକେୟା ବିଦ୍ୟୁତ୍ ବିଲ୍ ପଇଠ କରାଇବାକୁ କହି ଲୁଟି ନେଲେ ୨ ଲକ୍ଷ ୭୫ ହଜାର। ଟଙ୍କା ଲୁଟ୍ ନେଇ ସାଇବର ଥାନାରେ ଅଭିଯୋଗ!-->…
