News portal website
before header
Browsing Tag

Chess

୪୪ତମ ଚେସ ଅଲମ୍ପୟାଡ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ମଶାଲ

ଜୁଲାଇ ୨୮ରେ ମହାବଳିପୁରମରେ ହେବାକୁ ଥିବା ୪୪ ତମ ଚେସ ଅଲମ୍ପୟାଡ ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛି ମଶାଲ । ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା ଚେସ ଆସୋସିଏସନର କର୍ମକର୍ତ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି । ରାଜ୍ୟ ଲୋକସେବା ଭବନ କନଭେନସନ ହଲରେ ଏହି ମସାଲକୁ ସ୍ୱାଗତ