Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Author
Austin News 1530 posts 0 comments
Voice Of New Generation
ଉତ୍କଳ ଦିଵସ!
ଆଉ କେତେ ଦିନ? ଆଉ କେତେ ଦିନ ଗଲେ ଓଡ଼ିଆ ଲୋକଙ୍କୁ ତାଙ୍କ ନିଜ ଭାଷାରେ ସରକାରୀ ପ୍ରମାଣପତ୍ର ଟିଏ ଓ ଵିଜ୍ଞପ୍ତି ଟିଏ ଦେଵ?ଆଉ କେତେ ଦିନ ଗଲେ ଓଡ଼ିଆ ଭାଷାରେ ନ୍ୟାୟ ଘୋଷଣା କରିଵ,ଓଡ଼ିଆ ଲୋକଙ୍କୁ ଓଡ଼ିଆରେ ଶାସନ ମିଳିଵ?
ଆଉ କେତେ ଦିନ ?'ଆମେ ଚଳାଉଛୁ ନାଆ ଆମରି, ଆମରି ନାଆରେ ଆମେ!-->!-->!-->…
ଆସୁଛି ପପୁଙ୍କ ନୂଆ ସିନେମା ଇସ୍କ ଟ୍ରାଫିକ!
ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର
ତା/୩୧/୦୩/୨୦୨୩
ଆସୁଛି ଓଡ଼ିଆ ସିନେମା "ଇସ୍କ ଟ୍ରାଫିକ"।ଓଡ଼ିଆ ଦର୍ଶକଙ୍କ ପାଇଁ ଆସୁଥିବାର ସୂଚନା ମିଳିଛି।କମେଡି ହିରୋ ପପୁ ପମ ପମ ବା ତତ୍ଵପ୍ରକାଶ ଶତପଥୀ ଏହି ସିନେମାରେ ଥିବା ଜାଣିବାକୁ ମିଳିଛି। ଏକ ଫୋଟୋ ରେ ପପୁ ଏକ ଲୁଙ୍ଗି ପିନ୍ଧି ଏହି ମହୁରତର!-->!-->!-->!-->!-->…
ବିଜେଡ଼ି କଲା ଉପନିର୍ବାଚନ ପାର୍ଥିନିଙ୍କ ନାମ ଘୋଷଣା!
ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର
ତା-୩୧/୦୩/୨୦୨୩
ଝାରସୁଗୁଡ଼ା ଉପନିର୍ବାଚନ ଆସନ୍ତା ମଇ ମାସ ୧୦ ତାରିଖରେ ହେବାକୁ ଯାଉଛି।ଆଜି ବିଜୁ ଜନତା ଦଳ ପକ୍ଷରୁ ପ୍ରଥମେ ଉପନିର୍ବାଚନ ପାଇଁ : ଦୀପାଳି ଦାସ ବିଜେଡି ପ୍ରାର୍ଥୀ ବୋଳି ଘୋଷଣା କରାଯାଇଛି।ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା!-->!-->!-->!-->!-->…
ଭୁବନେଶ୍ବର AIIMSରେ ସିବିଆଇ ଚଢଉ।
ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର
ତା-୩୧/୦୩/୨୦୨୩
ଫାର୍ମାସି ଷ୍ଟୋର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ପରେଭୁବନେଶ୍ୱର ସ୍ଥିତ ଏମ୍ସ ମେଡ଼ିକାଲରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଉଛି।ଟେଣ୍ଡର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ଆସୁଛି।ଫାର୍ମାସି ଷ୍ଟୋର!-->!-->!-->!-->!-->…
ଢିଙ୍କିଆ ବ୍ୟାପାରରେ କ୍ଷମା ମାଗନ୍ତୁ ଓଡ଼ିଶା ସରକାର!
ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର
ତା/୩୧/୦୩/୨୦୨୩
ଏରସମା ବ୍ଲକର ଢିଙ୍କିଆ ଅଞ୍ଚଳରେ ପୋସ୍କୋ ପାଇଁ ଦିଆଯାଇଥିବା ଜମିକୁ ରାଜ୍ୟ ସରକାର ଜେ.ଏସ.ଡବ୍ଲ୍ୟୁକୁ ପ୍ରଦାନ କରି ସେଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ଯେଉଁ ବ୍ୟବସ୍ଥା କଲେ ସେଥିରେ କ୍ଷତିଗ୍ରସ୍ତ ହେବାକୁ ଥିବା!-->!-->!-->!-->!-->…
