ମଦ ନିଶା କାଳ ହେଲା: ଖାଦ୍ୟରେ ବିଷ ମିଶାଇଦେଲା ବାପା, ପରିବାରର ୫ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
ମାଲକାନଗିରି: ମଦ ନିଶାରେ ହିତାହତ ଭୁଲିଗଲା ବାପା। ଖାଦ୍ୟରେ ମିଶାଇଦେଲା ବିଷ। ଆଉ ଏହାର ଭୟଙ୍କର ପରିଣତି ଭୋଗିଲେ ପୂରା ପରିବାର। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ବିଷ ମିଶା ଭାତ ଖାଇ ଗୋଟିଏ ପରିବାରର ୫ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ପାଖ!-->…