News portal website
before header

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ

ଅଷ୍ଟିନ ନ୍ୟୁଜ ତା-୧୩-୦୯-୨୦୨୩ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ ହେବାର ୩୬ ଘଣ୍ଟା ପରେ ବି ପୁଲିସ ହାତ ଖାଲି | ଲୁଟରେ ସମ୍ପୃକ୍ତ ଦୁବୃର୍ତ୍ତଙ୍କୁ ପୁଲିସ ଗିରଫ କରିପାରିନାହିଁ | ଗତକାଲି

ପାଞ୍ଚ ବର୍ଷ ପରେ ବି କୋରେଇ ଭବନ ଭୂଇଁରୁ ଉଠୁନି

ଅଷ୍ଟିନ ନ୍ୟୁଜ ତା-୧୩-୦୯-୨୦୨୩ ପାଞ୍ଚବର୍ଷ ତଳେ ନିର୍ମାଣ ଆରମ୍ଭ ହୋଇଥିବା ଏହି ଭବନରେ ମାତ୍ର କେତୋଟି ଖୁଣ୍ଟ ଅଧାଗଢା ଅବସ୍ଥାରେ ପଡ଼ିରହିଛି | କୋରେଇ ବ୍ଲକର ପଥରପଦା ମୌଜା ପାଣିକୋଇଲି-ରାଜାମୁଣ୍ଡା ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଚାନ୍ଦପୁର ଗ୍ରାମ ନିକଟରେ ୨୦୧୮

ଗ୍ରାମୀୟଜଳ ଯୋଗାଣରୁ ବାହାରୁଛି ଗୋଳିଆ ପାଣି

ଅଷ୍ଟିନ ନ୍ୟୁଜ ତା-୧୩-୦୯-୨୦୨୩ ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତର୧,୨,୩,୪, ନମ୍ବର ୱାର୍ଡର ଲୋକମାନେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ଶୁଦ୍ଧ ପାଣି ପାରୁନାହାନ୍ତି | ଏହି ପ୍ରକଳ୍ପରୁ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ଅଭିଯୋଗ କରିଛନ୍ତି | ଜଳ ହିଁ ଜୀବନ ଲୋକମାନେ ଟିକେ

କାହ୍ନୁଚରଣ ବିଦ୍ୟାମନ୍ଦିର ରୂପାନ୍ତରୀକରଣର ଶିଳାନ୍ୟାସ

ଅଷ୍ଟିନ ନ୍ୟୁଜ/ଯାଜପୁର ତା-୧୧-୦୯-୨୦୨୩ କୋରେଇ ବ୍ଲକ ଅନ୍ତର୍ଗତ ବେଗନାଠାରେ ଥିବା କାହ୍ନୁଚରଣ ବିଦ୍ୟାମନ୍ଦିର ରୂପାନ୍ତରୀକରଣ କାର୍ଯ୍ୟ ପାଇଁ ଆଜି ଶିଳାନ୍ୟାସ କରାଯାଇଛି | କୋରେଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟର ଶିଳାନ୍ୟାସ କରିଥିଲେ |

ପାଣି ପାଇଁ ଲୋକେ ହନ୍ତସନ୍ତ

ଅଷ୍ଟିନ ନ୍ୟୁଜ ତା-୧୧-୦୯-୨୦୨୩ ବଡ଼ଚଣା ବ୍ଲକ ମଝିପଡା ପଞ୍ଚାୟତ ବନମାଳିପୁର ଗ୍ରାମରେ ଥିବା ୪ଟି ସୌର ପାନୀୟଜଳ ପ୍ରକଳ୍ପ ବର୍ଷେ ହେଲା ଅଚଳ ହୋଇପଡିଛି | ପିଇବା ପାଣି ପାଇଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ୯ଟି ୱାର୍ଡକୁ ନେଇ ଗଠିତ ବନମାଳିପୁର

ରାସ୍ତାଗସ୍ତ ପାଇଁ ଯାତାୟତରେ ଅସୁବିଧା

ଅଷ୍ଟିନ ନ୍ୟୁଜ ତା-୦୯-୦୯-୨୦୨୩ ଗସ୍ତ ପାଇଁ ରାତିଦିନ ଏକ କରି ଦେଇଥିଲା ପ୍ରଶାସନ | ଯାଜପୁର ସହରର ସବୁ ରାସ୍ତାକୁ ମରାମତି କରାଯାଇଥିଲା | ସହର ମୁଖ୍ୟ ରାସ୍ତା ପିଚୁ ଧସିଯାଇଥିବା ଦେଖିବାକୁ ମିଳିଛି | ସେଠାରେ ଏତେବଡ ଗର୍ତ୍ତ ହୋଇଛି ଯେ କେହି ଲୋକ ଗଳିପଡିବାର ଆଶଙ୍କା ରହିଛି |

ବାଦ ପଡିଛି ପାନୀୟଜଳ ଯୋଗାଣ ବ୍ୟବସ୍ଥା

ଅଷ୍ଟିନ ନ୍ୟୁଜ ତା-୦୯-୦୯-୨୦୨୩ ଦାନଗଦି ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ମାନପୁର ପୁରୁଣାସାହି ପାନୀୟଜଳ ଯୋଗାଣ ବ୍ୟବସ୍ଥା ବାଦ ପଡିଛି | ଫଟାପାଇପ,ଭଲଭ ଓ ଟ୍ୟାପ ଖରାପ କାରଣରୁ ପଞ୍ଚାୟତର ଅନେକ ଜାଗାକୁ ପାଣି ପହଞ୍ଚୁନଥିବା ଅଭିଯୋଗ ହୋଇଛି | ୨୦୧୯ରେ ବସିଧା ଯୋଜନାରେ

ଭାଙ୍ଗିରୁଜି ଗଲାଣି ଗାଁ ରାସ୍ତା

ଅଷ୍ଟିନ ନ୍ୟୁଜ ତା-୦୯-୦୯-୨୦୨୩ ଧର୍ମଶାଳା ବ୍ଲକ ଜାରକା ପଞ୍ଚାୟତ ଡୁବାଗାଡ଼ିଆ ଗାଁ ରାସ୍ତା ଭାଙ୍ଗିରୁଜି ଗଲାଣି | ବହୁବର୍ଷ ହେଲା ଲୋକମାନେ ଏହି ରାସ୍ତାରେ ଯାତାୟାତ କରୁଛନ୍ତି | ପାଇପ ପାଣି ଯୋଗାଇ ଦେବା କହି ରାସ୍ତାକୁ ଖୋଳିତାଡି ଦେଇଛନ୍ତି | ପାଇପ ବିଛାଇ ସାରିବା ପରେ

ଲୋକ ହେଲେ ହନ୍ତସନ୍ତ ପର ଘରେ ଆଶ୍ରୟ

ଅଷ୍ଟିନ ନ୍ୟୁଜ ତା-୦୭-୦୯-୨୦୨୩ ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗିଯିବାରୁ ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ୱ ସର୍କଲ ଗନ୍ଧାପାଳ ମୌଜାର ଦାଦନ ଶ୍ରମିକ ରମେଶ ବାରିକଙ୍କ ପରିବାର ଏବେ ତାଙ୍କ ବଡଭାଇଙ୍କ ଘରେ ଆଶ୍ରୟ ନେଇଛନ୍ତି | ଛଣଛପର ନଷ୍ଟ ହେବ ପରେ ଗତକାଲି ରାତି ଘରର କାନ୍ଥ

ଜାତୀୟ ରାଜପଥରେ ଆଉ ଏକ ଦୁର୍ଘଟଣା

ଅଷ୍ଟିନ ନ୍ୟୁଜ ତା-୦୭-୦୯-୨୦୨୩ ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଅଟକିଥିବା ଟ୍ରକ ପଛରେ ଏକ କାର ପିଟି ହେବାରୁ ୪ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କଲ୍ୟାଣୀ ନଗରର ଟିକନ ଶାହାଙ୍କ ଅବସ୍ଥା