News portal website
before header

ବିନା ହେଲମେଟରେ କଲେଜକୁ ବାଇକ ମନା

ଅଷ୍ଟିନ ନ୍ୟୁଜ ତା-୦୫-୦୯-୨୦୨୩ ହେଲମେଟ ପିନ୍ଧି ନ ଆସିଲେ କଲେଜକୁ ବାଇକ ମନା | ଏପରି ଏକ ବିଜ୍ଞପ୍ତି ଜାରି କରିଛନ୍ତି ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ | କେବଳ ବାଇକ ଚଳାଉଥିବା ଛାତ୍ରଛାତ୍ରୀ ନୁହେଁ,ପଛରେ ଯିଏ ବସିଥିବ ସେ ମଧ୍ୟ

ଚାଷୀଙ୍କ କାମରେ ବାଧା ଦେଉଛି ଏଲ ଆଣ୍ଡ ଟି କମ୍ପାନୀ

ଅଷ୍ଟିନ ନ୍ୟୁଜ ତା-୦୫-୦୯-୨୦୨୩ ବରୀ ବ୍ଲକ ବାଲିବିଲି ପଞ୍ଚାୟତର କୋରଡ଼ାପିପଲ ଠାରେ ନିର୍ମାଣ ହୋଇଥିବା ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ସ୍ଥଳରେ ୨୪ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି |

ଜାତୀୟ ରାଜପଥରେ ଲୁଟେରା ଗିରଫ

ଅଷ୍ଟିନ ନ୍ୟୁଜ ତା-୦୫-୦୯-୨୦୨୩ ନମ୍ବରବିହୀନ କଳା ପଲସର ବାଇକ ଜବତ ହୋଇଛି | ଗିରଫ ଦୁଇ ଅଭିଯୁକ୍ତ ହେଲେ କୁଆଖିଆ ଥାନା ଅନ୍ତର୍ଗତ ଚୋରନ୍ଧା ଗ୍ରାମର ସ୍ୱାଧୀନ ସେଠୀ ଓ ମିର୍ଜାପୁର ଗ୍ରାମର ସେକ ତାହିର | ଗତ ୩ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦଳ ଛକ ନିକଟରେ ପାଟ୍ରୋଲିଂ

କୁମ୍ଭୀର ଖାଇଯିବା ଘଟଣା;ବୋହୁଙ୍କ ଅକଡାସହାରେ ଶାଶୁଙ୍କ ମୃତ୍ୟୁ

ଅଷ୍ଟିନ ନ୍ୟୁଜ ତା-୨୮-୦୮-୨୦୨୩ ବରୀ ବ୍ଲକ ଆମଠାପୁର ପଞ୍ଚାୟତ ଅନ୍ତର୍ଗତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋସ୍ନାଙ୍କ ଏକାଦଶାହରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଶାଶୂ ପିର ଜେନାଙ୍କର ପରଲୋକ ହୋଇଯାଇଛି | ଗତ ୧୬ ତାରିଖରେ ବିରୂପା ନଦୀକୁ ଟାଣିନେଇ ଜ୍ୟୋସ୍ନାଙ୍କୁ

ତରବରିଆ କାମ;ରାତିରେ ପିଚୁ,ସକାଳେ ଫାଟିଲା

ଅଷ୍ଟିନ ନ୍ୟୁଜ ତା-୨୮-୦୮-୨୦୨୩ ଆସନ୍ତା ୨୯ରେ ଯାଜପୁର ଗସ୍ତରେ ଆସୁଛନ୍ତି ୫-ଟି ସଚିବ | ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧି ରାତିଦିନ ଏକ କରି ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି | ହେଲେ ତରବରିଆ କାମରେ ମନ ଠିକ ରହୁନଥିବା ଅଭିଯୋଗ ହୋଇଛି

ଜଳ ବିନା ଧାନ ଫସଲ ନଷ୍ଟ

ଅଷ୍ଟିନ ନ୍ୟୁଜ ତା-୨୮-୦୮-୨୦୨୩ ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତର କାକୁଡ଼ିକୁଦ,ନୀଳକଣ୍ଠପୁର ଗ୍ରାମରେ ୪ଟି ଉଠା ଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ କୌଣସି ଗୋଟିଏ ବି ଚାଲୁନାହିଁ | ଜଳସେଚନ ପ୍ରକଳ୍ପ ଥାଇ ଅଚଳ | ଏଣେ ବର୍ଷା ନଥିବାରୁ ଚାଷଜମି ଶୁଖିଲା ପଡିଛି | ଲାଗିଥିବା ଧାନଗଛ

ସି. ଡି.ପି,ଓ.ଙ୍କ ପାଖରେ ନାହିଁ ୧୭୭ଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ପ୍ରଦତ୍ତ ଖାଦ୍ୟ ତାଲିକା

ଅଷ୍ଟିନ ନ୍ୟୁଜ ତା-୨୮-୦୮-୨୦୨୩ ବଡ଼ଚଣା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସିଡିପିଓ ଅଧିନସ୍ଥ ମିଶନଶକ୍ତି-୧ରେ ଅନ୍ତର୍ଭୁକ୍ତ ପ୍ରାକ ବିଦ୍ୟାଳୟ ଓ ଗର୍ଭବତୀ ମହିଳାଙ୍କୁ ପ୍ରଦତ୍ତ ଛତୁଆ,ଅଣ୍ଡା,ବାଦାମ ଲଡୁ ଆଦୌ ରୁଚିକର ଓ ସ୍ୱାସ୍ଥ୍ୟ ଉପଯୋଗୀ ହେଉନାହିଁ | ବଡ଼ଚଣା ଶିଶୁ ବିକାଶ

ନଳ ପାଣି ଗୋଳିଆ ଜଳ କିଣୁଛନ୍ତି ସହରବାସୀ

ଅଷ୍ଟିନ ନ୍ୟୁଜ ତା-୨୭-୦୮-୨୦୨୩ ଯାଜପୁର ପୌରପାଳିକାର ଲୋକମାନେ ଏବେ ପିବ ପାଣି ପାଇଁ ହୀନସ୍ତା ହେଉଛନ୍ତି | ମାଳମାଳ ପ୍ରକଳ୍ପ ଗଢି ଉଠୁଥିବା ବେଳେ ସହରବାସୀଙ୍କ ମୌଳିକ ଆବଶ୍ୟକତା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ | ଅଧିକାଂଶ ୱାଡ଼ର ଲୋକମାନେ ସ୍ଵସ୍ଥ ପାନୀୟ ଜଳ ପାଇବାରୁ ବଞ୍ଚିତ

ପିଚୁ ରାସ୍ତା ଉପରେ ଛିଡା ହୋଇଛି ମାର୍କ ପିଲାର

ଅଷ୍ଟିନ ନ୍ୟୁଜ ତା-୨୭-୦୮-୨୦୨୩ ଯାଜପୁର ଗସ୍ତକୁ ନେଇ ଚାରିଆଡେ ୫ଟି ସଚିବଙ୍କ ଯୁଦ୍ଧକାଳୀନ ଭିର୍ତ୍ତିରେ ନିର୍ମାଣ କାମ ଚାଲିଛି | କେଉଁଠାରେ ରାତାରାତି ରାସ୍ତା ପିଚୁ ହେଉଛି ତ କେଉଁଠି ରଙ୍ଗ ବୋଳା ଚାଲିଛି | ତବେ ଏହା ମଧ୍ୟରେ ଏକ ରୋଚକ ଚିତ୍ର ଦେଖିବାକୁ ମିଳିଛି | ଠିକାଦାର

ଜାତୀୟ ରାଜପଥରେ ଚୋରି ହେଉଛି ମୋବାଇଲ ଫୋନ

ଅଷ୍ଟିନ ନ୍ୟୁଜତା-୨୭-୦୮-୨୦୨୩ ବଡ଼ଚଣା ଓ ବୈରୀ ଆଦି ଅନ୍ୟାନ୍ୟ ସ୍ଥାନରେ ଗତ କିଛି ଦିନ ହେଲା କଳା ପଲସର ଆତଙ୍କ ଦେଖାଦେଇଛି | କଳା ପଲସର ବାଇକରେ ଦୁଇ ଦୁବୃର୍ତ୍ତ ମୁହଁରେ କପଡା ଗୁଡ଼ାଇ ଆସି ଏହି ରାଜପଥରେ କେତେକ ଅଞ୍ଚଳରେ ଆତଙ୍କ ଖେଲାଇଛନ୍ତି | ବାଇକ ଚାଳକଙ୍କ ଠାରୁ ମୋବାଇଲ ଫୋନ