Sign in
Sign in
Recover your password.
A password will be e-mailed to you.
Breaking News
ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!ଭାଜପା ରୁ ଅମର ନାୟକ!କଂଗ୍ରେସରୁ ଇସ୍ତଫା ଦେଲେ ଗଣେଶ୍ୱର ବେହେରା।ରାଜ୍ୟରେ ଆଜିଠାରୁ ଆରମ୍ଭ ସକାଳୁଆ ସ୍କୁଲ!ଯୁଗାନ୍ତର ସାଂସ୍କୃତିକ ପରିଷଦର ଉତ୍କଳ ଦିବସ ପାଳନ।ବାଣିକରେ ଆୟକର ରେଡ଼!ସାଙ୍ଗଠନିକ ବୈଠକ ପାଇଁ ଦଳ ନିଷ୍ପତି ନେଇ ନାହିଁ!ବିଜେଡିରେ ମିଶି ନିର୍ବାଚନ ଲଢ଼ିବେ କ୍ୟାପେଟନ!
କରୋନାରେ ସାମ୍ବାଦିକ ପ୍ରବୀରଙ୍କ ଦେହାନ୍ତ ; “ଅଷ୍ଟିନ୍ ନ୍ୟୁଜ୍” ତରଫରୁ ଶୋକ ବାର୍ତ୍ତା!
https://youtu.be/W5tu3P8HD2g
କରୋନାରେ ଯୁବ ସାମ୍ବାଦିକଙ୍କ ଦେହାନ୍ତ!
ଭୁବନେଶ୍ୱର
ତା-୦୫-୧୧-୨୦୨୦
କରୋନା ଦେଇଛି ଆଉ ଏକ ଦାରୁଣ ଦୁଃଖ । ଆଖି ବୁଜିଛନ୍ତି ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ । ଟେଲିଭିଜନ ସାମ୍ବାଦିକତାରେ ଦକ୍ଷ କ୍ରାଇମ ରିପୋର୍ଟର ଭାବେ ବେଶ୍ ଜଣାଶୁଣା ପ୍ରବୀର ।
ଓଡିଶା ହରାଇଲା ତାରକା ସାମ୍ବାଦିକ?
!-->!-->!-->!-->!-->!-->!-->!-->!-->!-->!-->…
“କଟକର ୨୨ ଦିନ”;ଭୁବନେଶ୍ୱରରେ ୨ ବର୍ଷ ହେଲା କରୁଥିଲେ ନାବାଳିକାକୁ ଦୁଷ୍କର୍ମ!
https://youtu.be/6T0lhYfHW7M
“ଅର୍ଣ୍ଣବ ଗୋସ୍ୱାମୀ”ଙ୍କୁ ଗିରଫ ପରେ;ଓଡିଶାରେ ବିକ୍ଷୋଭ!
https://youtu.be/TaZLiV8M1ww
ସରିଲା ଉପନିର୍ବାଚନ;”ଇଭିଏମ”ରେ ସିଲ ପ୍ରାର୍ଥୀଙ୍କ ଭାଗ୍ୟ!
ଭୁବନେଶ୍ବର
ତା-୦୩-୧୧-୨୦୨୦
ରାଜ୍ଯର ଦୁଇ ଦୁଇଟି ନିର୍ବାଚନ ମଣ୍ଡଳୀରେ ଶେଷ ହେଲା ଉପନିର୍ବାଚନ।ବାଦ ବିବାଦ, ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ମଧ୍ଯରେ ପ୍ରଚାର ସରିଥିବା ବେଳେ ଆଜି ଭୋଟ ଗ୍ରହଣ ସରିଯାଇଛି। ଏ ନେଇ ନିର୍ବାଚନ କମିସନର ସୂଚନା ଦେଇଛନ୍ତି।
ତେବେ ବାଲେଶ୍ୱରର!-->!-->!-->!-->!-->!-->!-->…
ଆଇଏଏସ୍ ସ୍ତରରେ ଅଦଳବଦଳ : ପରାଗ ଗୁପ୍ତା ଓଏଫ୍ଡିସି ଅଧ୍ୟକ୍ଷ
ଭୁବନେଶ୍ୱର
ତା-୨୮-୧୦-୨୦୨୦
ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ସ୍ତରରେ ଅଦଳ ବଦଳ କରିଛନ୍ତି ।ବରିଷ୍ଠ ଆଇଏଏସ୍ ଅଧିକାରୀ ପରାଗ ଗୁପ୍ତାଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାରଙ୍କୁ ଓଏମ୍ସି ଅଧ୍ୟକ୍ଷ ପଦରେ!-->!-->!-->!-->!-->!-->!-->!-->!-->…
“ସାମ୍ବାଦିକତା” ର କେତେରଙ୍ଗ;ଶୁଭ୍ରାଂଶୁ ପଣ୍ଡାଙ୍କ ଆଲେଖ୍ୟ!
ଭୁବନେଶ୍ବର
ତା-୨୭-୧୦-୨୦୨୦
ବ୍ୟବସାୟୀଙ୍କ ଠାରୁ ଦାଦା ବଟି ଆଦାୟ କରିବା ଅଭିଯୋଗରେ ଗତକାଲି ୬ ଜଣ ୱେବ୍ ପୋର୍ଟାଲ୍ ସାମ୍ବାଦିକଙ୍କୁ ଗିରଫ କରିଛି ଭୁବନେଶ୍ବର ପୁଲିସ। ସେମାନେ ଖବର ପ୍ରସାରଣର ଭୟ ଦେଖାଇ ଜଣେ ଉଦ୍ୟୋଗପତିଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।
!-->!-->!-->!-->!-->!-->…
ଓ୍ବେବପୋର୍ଟାଲ “ସାମ୍ବାଦିକ” ଗିରଫ;ତଦନ୍ତ ଜାରି।
ଭୁବନେଶ୍ବର
ତା-୨୬-୧୦-୨୦୨୦
ବିଭିନ୍ନ ସମୟରେ ସାମ୍ୱାଦିକ ମାନଙ୍କୁ ନେଇ ଲାଗି ରହେ ସମସ୍ୟା।ନକଲି ଅସଲି,ବେଳେ ବେଳେ ସାଧାରଣ ଜନତାଙ୍କୁ ସମସ୍ଯାରେ ପକାନ୍ତି ଏ ସାମ୍ବାଦିକ ମାନେ। ତେବେ ଏଭଳି ପରିସ୍ଥିତିରେ କମିସନରେଟ ପୋଲିସ ଚଢାଉକରି ପ୍ରଥମ ପର୍ଯ୍ୟାୟରେ ୬!-->!-->!-->!-->!-->!-->!-->…
ସଭାପତିଙ୍କ “ହଁ” ସମ୍ପାଦକଙ୍କ “ନା” କୁ ନେଇ ଉତ୍ତ୍ଯକ୍ତ ସମବାୟ ସମିତି ଚାଷୀ!
ଯାଜପୁର
ତା-୨୪-୧୦-୨୦୨୦
ଗୋଟିଏ ପଟେ ରାଜ୍ଯ ସରକାରଙ୍କ ସମବାୟ ସମିତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବାଲେଶ୍ୱର ଉପନିର୍ବାଚନ ପ୍ରଚାରରେ ମଙ୍ଗୁ ଭାଇଙ୍କ ମ୍ରୃତ୍ୟୁ ଦଳ ପାଇଁ ଏକ ସୁଯୋଗ ବୋଲି କହି ବିବାଦରେ ଥିବା ବେଳେ।
ଯାଜପୁର ଜିଲ୍ଲା ବଡଚଣା!-->!-->!-->!-->!-->!-->!-->!-->!-->…