Sign in
Sign in
Recover your password.
A password will be e-mailed to you.
Breaking News
ମଝି ରାସ୍ତାରେ ବାର ଘଣ୍ଟା ହେଲା ପଡି ରହିଛି ୧୦୮!ବୃକ୍ଷ ରୋପଣ କରା ନ ଯାଇ ଟଙ୍କା ଆତ୍ମସାତ ଅଭିଯୋଗର ଖଣ୍ଡନ କଲେ ପୂର୍ବତନ ସରପଞ୍ଚ।ଶ୍ରୀ ମନ୍ଦିରରେ ସିଂହଦ୍ଵାର ଫିଟିବା ସମୟର ଦୃଶ୍ୟ!ଟଙ୍କାନେଇ ଦେହ ଦାନ କରେନି ରାଣୀ ପଣ୍ଡା;ଟଙ୍କା ଦେଇ ପୁରୁଷ କିଣେ!ମନେରେଗାତଦନ୍ତ ବେଳେ କାହିଁକି ସୃଷ୍ଟି ହେଲା ଉତ୍ତେଜନା?ମନେରେଗା ତଦନ୍ତ ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ଉତେଜନା!ଗାଇଡ଼ଲାଇନ ମେଣ୍ଟନ ପାଇଁ ବୈଠକ କରିବାକୁ ବିଡିଓ କହିଥିଲେ।ପିଇଓଙ୍କ କାର୍ଯ୍ୟରତ ଗଣମାଧ୍ୟମକୁ ଠେଲାପେଲା!ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଲେ ୱାର୍ଡ ମେମ୍ବେର!ବୌଦ୍ଧ କୀର୍ତ୍ତରାଜି ଉଦୟଗିରି ସନ୍ଧ୍ୟା ହେଲେ ଅନ୍ଧାର !
ବଦଳିଲେ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ!
Austin News/BBSR
D-27-Mar-2023
ବିଜୁ ଜନତା ଦଳରେ ହୋଇଛି ପରିବର୍ତ୍ତନ!ଆଜି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିରିଶ ଜିଲ୍ଲାରେ ନୂତନ ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଦାଇତ୍ୱ ଦେଇଥିବା ଜଣାପଡିଛି।
ଯେତେବେଳେ ଯାହା!-->!-->!-->!-->!-->!-->!-->!-->!-->!-->!-->!-->!-->…
ଦେଖୁଛନ୍ତି ତ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ?
କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ରାସ୍ତା ସଂପ୍ରସାରଣ ଓ ସୁଦ୍ରୁଢିକରଣ ପାଇଁ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାର ମଜବୁତ କରିବା ପାଇଁ, ଗ୍ରାମ ଉନ୍ନୟନ ମନ୍ତ୍ରଣାାଳୟ ଭାରତ ସରକାର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାର କୋଟି କୋଟି ଟଙ୍କା ପାଣ୍ଠି ଯୋଗାଇ ଦେଉଛନ୍ତି।!-->…
ବାରବାଟୀ କ୍ଲବ ଓ ପୁସ୍ତକଗାରାର ପ୍ରଥମ ସମ୍ପାଦକଙ୍କ ପରଲୋକ!
ଯାଜପୁର/ଅଷ୍ଟିନ ନ୍ଯୁଜ
ତା-୧୬-୧୨-୨୦୨୨
ବାରବାଟୀ କ୍ଲବ ଓ ପୁସ୍ତକଗାରାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଶ୍ରୀଯୁକ୍ତ ବଂଶୀଧର ସାମଲଙ୍କ ୯୬ ବର୍ଷ ବୟସରେ, ନିଜ ଜନ୍ମ ଭୂମି ଯାଜପୁର ଜିଲ୍ଲା, ବଡଚଣା ବ୍ଲକ ସାଉଡିଆ ଗ୍ରାମରେ ପରଲୋକ ହୋଇଯାଇଛି।
କିଛି ଦିନ ଧରି!-->!-->!-->!-->!-->!-->!-->!-->!-->…
ଧଳା ଜହର ଚାଲାଣ ବେଳେ ଗିରଫ କଲା ବଡ଼ଚଣା ପୋଲିସ।
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୩-୧୨-୨୦୨୨
ବ୍ରାଉନ ସୁଗାର ଜବତ,ତିନିଜଣ ଗିରଫ।ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରୁ ସ୍ପେଶାଲ ସ୍କ୍ବାର୍ଡ ଦ୍ୱାରା ବ୍ରାଉନ ସୁଗାର ଜବତ।ଚଣ୍ଡିଖୋଲ ଛକରେ ବ୍ରାଉନ ସୁଗାର କାରବାର ବେଳେ ମାଡି ବସିଲା ସ୍ପେଶାଲ ସ୍କ୍ବାର୍ଡ।ସେମାନଙ୍କ ନିକଟରୁ ୧୬ ଗ୍ରାମର!-->!-->!-->!-->!-->…
ପରଲୋକରେ ପୂର୍ବତନ ସାଂସଦ ମୋହନ ଜେନା!
ପରଲୋକରେ ବରିଷ୍ଠ ରାଜନେତା,ବିଜୁ ପ୍ରେମୀ ତଥା ପ୍ରାକ୍ତନ ସାଂସଦ ଶ୍ରୀଯୁକ୍ତ ମୋହନ ଜେନା।ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ପରଲୋକ ହୋଇଯାଇଛି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ରାଜ୍ଯ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବଡଚଣା ବିଧାୟକ ଅମର!-->…