News portal website
before header

ବିଜେଡି ଛାଡିଲେ;ପୂର୍ବତନ ବିଧାୟକ!

ଭୁବନେଶ୍ବର ୬-୧୧-୨୦୨୦ ବାଲେଶ୍ଵରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ଦଳର ପ୍ରାଥମିକ ସଦସ୍ୟତା ଇସ୍ତଫା ଦେଇଛନ୍ତି । ନଭେମ୍ବର ୩ରେ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ସେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ଗତକାଲି ଦଳରୁ

କରୋନାରେ ଯୁବ ସାମ୍ବାଦିକଙ୍କ ଦେହାନ୍ତ!

ଭୁବନେଶ୍ୱର ତା-୦୫-୧୧-୨୦୨୦ କରୋନା ଦେଇଛି ଆଉ ଏକ ଦାରୁଣ ଦୁଃଖ । ଆଖି ବୁଜିଛନ୍ତି ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ । ଟେଲିଭିଜନ ସାମ୍ବାଦିକତାରେ ଦକ୍ଷ କ୍ରାଇମ ରିପୋର୍ଟର ଭାବେ ବେଶ୍ ଜଣାଶୁଣା ପ୍ରବୀର । ଓଡିଶା ହରାଇଲା ତାରକା ସାମ୍ବାଦିକ?

ସରିଲା ଉପନିର୍ବାଚନ;”ଇଭିଏମ”ରେ ସିଲ ପ୍ରାର୍ଥୀଙ୍କ ଭାଗ୍ୟ!

ଭୁବନେଶ୍ବର ତା-୦୩-୧୧-୨୦୨୦ ରାଜ୍ଯର ଦୁଇ ଦୁଇଟି ନିର୍ବାଚନ ମଣ୍ଡଳୀରେ ଶେଷ ହେଲା ଉପନିର୍ବାଚନ।ବାଦ ବିବାଦ, ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି ମଧ୍ଯରେ ପ୍ରଚାର ସରିଥିବା ବେଳେ ଆଜି ଭୋଟ ଗ୍ରହଣ ସରିଯାଇଛି। ଏ ନେଇ ନିର୍ବାଚନ କମିସନର ସୂଚନା ଦେଇଛନ୍ତି। ତେବେ ବାଲେଶ୍ୱରର

ଆଇଏଏସ୍ ‌ସ୍ତରରେ ଅଦଳବଦଳ : ପରାଗ ଗୁପ୍ତା ଓଏଫ୍‌ଡିସି ଅଧ୍ୟକ୍ଷ

ଭୁବନେଶ୍ୱର ତା-୨୮-୧୦-୨୦୨୦ ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ସ୍ତରରେ ଅଦଳ ବଦଳ କରିଛନ୍ତି ।ବରିଷ୍ଠ ଆଇଏଏସ୍ ଅଧିକାରୀ ପରାଗ ଗୁପ୍ତାଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାରଙ୍କୁ ଓଏମ୍ସି ଅଧ୍ୟକ୍ଷ ପଦରେ

“ସାମ୍ବାଦିକତା” ର କେତେରଙ୍ଗ;ଶୁଭ୍ରାଂଶୁ ପଣ୍ଡାଙ୍କ ଆଲେଖ୍ୟ!

ଭୁବନେଶ୍ବର ତା-୨୭-୧୦-୨୦୨୦ ବ୍ୟବସାୟୀଙ୍କ ଠାରୁ ଦାଦା ବଟି ଆଦାୟ କରିବା ଅଭିଯୋଗରେ ଗତକାଲି ୬ ଜଣ ୱେବ୍ ପୋର୍ଟାଲ୍ ସାମ୍ବାଦିକଙ୍କୁ ଗିରଫ କରିଛି ଭୁବନେଶ୍ବର ପୁଲିସ। ସେମାନେ ଖବର ପ୍ରସାରଣର ଭୟ ଦେଖାଇ ଜଣେ ଉଦ୍ୟୋଗପତିଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।