News portal website
before header

ନଳ ପାଣି ଗୋଳିଆ ଜଳ କିଣୁଛନ୍ତି ସହରବାସୀ

ଅଷ୍ଟିନ ନ୍ୟୁଜ ତା-୨୭-୦୮-୨୦୨୩ ଯାଜପୁର ପୌରପାଳିକାର ଲୋକମାନେ ଏବେ ପିବ ପାଣି ପାଇଁ ହୀନସ୍ତା ହେଉଛନ୍ତି | ମାଳମାଳ ପ୍ରକଳ୍ପ ଗଢି ଉଠୁଥିବା ବେଳେ ସହରବାସୀଙ୍କ ମୌଳିକ ଆବଶ୍ୟକତା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ | ଅଧିକାଂଶ ୱାଡ଼ର ଲୋକମାନେ ସ୍ଵସ୍ଥ ପାନୀୟ ଜଳ ପାଇବାରୁ ବଞ୍ଚିତ

ପିଚୁ ରାସ୍ତା ଉପରେ ଛିଡା ହୋଇଛି ମାର୍କ ପିଲାର

ଅଷ୍ଟିନ ନ୍ୟୁଜ ତା-୨୭-୦୮-୨୦୨୩ ଯାଜପୁର ଗସ୍ତକୁ ନେଇ ଚାରିଆଡେ ୫ଟି ସଚିବଙ୍କ ଯୁଦ୍ଧକାଳୀନ ଭିର୍ତ୍ତିରେ ନିର୍ମାଣ କାମ ଚାଲିଛି | କେଉଁଠାରେ ରାତାରାତି ରାସ୍ତା ପିଚୁ ହେଉଛି ତ କେଉଁଠି ରଙ୍ଗ ବୋଳା ଚାଲିଛି | ତବେ ଏହା ମଧ୍ୟରେ ଏକ ରୋଚକ ଚିତ୍ର ଦେଖିବାକୁ ମିଳିଛି | ଠିକାଦାର

ଜାତୀୟ ରାଜପଥରେ ଚୋରି ହେଉଛି ମୋବାଇଲ ଫୋନ

ଅଷ୍ଟିନ ନ୍ୟୁଜତା-୨୭-୦୮-୨୦୨୩ ବଡ଼ଚଣା ଓ ବୈରୀ ଆଦି ଅନ୍ୟାନ୍ୟ ସ୍ଥାନରେ ଗତ କିଛି ଦିନ ହେଲା କଳା ପଲସର ଆତଙ୍କ ଦେଖାଦେଇଛି | କଳା ପଲସର ବାଇକରେ ଦୁଇ ଦୁବୃର୍ତ୍ତ ମୁହଁରେ କପଡା ଗୁଡ଼ାଇ ଆସି ଏହି ରାଜପଥରେ କେତେକ ଅଞ୍ଚଳରେ ଆତଙ୍କ ଖେଲାଇଛନ୍ତି | ବାଇକ ଚାଳକଙ୍କ ଠାରୁ ମୋବାଇଲ ଫୋନ

ମନ୍ଦିରରୁ ଚୋରିବେଳେ ଧରାପଡ଼ିଲେ ଯୁବକ

ଅଷ୍ଟିନ ନ୍ୟୁଜ ତା-୨୭-୦୮-୨୦୨୩ କିଛିଦିନ ହେଲା ଚୋରମାନେ ମନ୍ଦିର ଗୁଡିକୁ ଟାର୍ଗେଟ କରୁଥିବା ଦେଖାଦେଇଛି | ରସୁଲପୁର ବ୍ଲକର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଚନ୍ଦନେଶ୍ୱରଙ୍କ ମନ୍ଦିର ବେଢାରେ ଥିବା ଶନିଶ୍ଚର ଦେବଙ୍କ ରୁପା ମୁକୁଟ ଚୋରି କରିବାବେଳେ ଚୋର ଧରାପଡିଛି| ଚୋରି ହେବ

ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ!

https://youtu.be/_axaHh9bf6I?si=sDGgzNxElVl1G_RJ ଯାଜପୁର ଜିଲ୍ଲା ବଡଚଣା ବ୍ଳକ ସାଉଡ଼ିଆ ଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବଡବାଲିକୁଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିବା

ଧର୍ମଶାଳା ବାଣୀପୀଠରେ ଅବ୍ୟବସ୍ଥା

ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩ ଧର୍ମଶାଳା ବ୍ଲକର ସର୍ବପୁରାତନ ହାଇସ୍କୁଲ ଧର୍ମଶାଳା ବାଣୀପୀଠରେ ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ କିମ୍ବା ପ୍ରାର୍ଥନା କରିବାକୁ ସଭାଗୃହ ନାହିଁ | ଖରାବର୍ଷାରେ ସାଇକେଲ ରହି ଖରାପ ହେଉଛି | ଖୋଲା ଆକାଶ ତଳେ ଛାତ୍ରଛାତ୍ରୀ ପ୍ରାର୍ଥନା

ଅଙ୍ଗନ ବାଡ଼ି କେନ୍ଦ୍ରରେ ଦିଆଯାଉଥିବା ଛତୁଆରେ ପୋକ ସାଲୁବାଲୁ

ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩ ଗଣିଆ ବ୍ଲକ ଅନ୍ତର୍ଗତ କରଡାପଡା ପଞ୍ଚାୟତ ଗୁଣ୍ଡୁରୀଵାରୀ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ଓ ସୁଜି- ହାଲୁଆ ପ୍ୟାକେଟରେ ପୋକ ସାଲୁବାଲୁ ହୋଇଥିବାରୁ ସ୍ଥାନୀୟ ଲୋକେ ଅଭିଭାବକ ଅଙ୍ଗନବାଡି କେନ୍ଦ୍ରରେ ଅଭିଯୋଗ କରିଛନ୍ତି | ଏଠାରେ ହାଲୁଆ ପ୍ୟାକେଟକୁ

ଆଇଆଇଟି ଇଞ୍ଜିନିୟରଙ୍କ ପରଲୋକ

ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩ ବଡ଼ଚଣା ବ୍ଲକ ବରପଡା ଗ୍ରାମର ଶିକ୍ଷା କର୍ମଚାରୀ ଉପେନ୍ଦ୍ର କୁମାର ଜେନାଙ୍କ ସାନ ପୁଅ ତଥା ଯୁବ ଆଇଆଇଟି ଇଞ୍ଜିନିୟର ବିଶ୍ୱରଞ୍ଜନ ଜେନାଙ୍କର ମହାରାଷ୍ଟ୍ର ପୁଣେଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି | ସେ ବର୍ଷେ ହେବ ଫୁସଫୁସ ଜନିତ

ଏଯାଏଁ ସମ୍ପୂର୍ଣ୍ଣ ହେଇନି ମିନି ଷ୍ଟାଡିଅମ

ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩ ବଡ଼ଚଣା ବ୍ଲକର ଛତିଆ ନିକଟ ପାଇକରାପୁରଠାରୁ ଏକମାତ୍ର ମିନି ଷ୍ଟାଡିଅମର ନିର୍ମାଣ କାର୍ଯ୍ୟ ଆଜିଯାଏ ଶେଷ ହୋଇପାରୁନାହିଁ | ୨୦୧୫ ରୁ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଏହା ଅଧାପନ୍ତରିଆ ହୋଇ ରହିଛି | ଛତିଆରେ ଜିଲ୍ଲା ତଥା ରାଜ୍ୟସ୍ତରୀୟ

ନଦୀ କୁଳିଆ ଲୋକେ ଭୟଭୀତ ବନ୍ଧକୁ ଆସିଲେ ଦେଖୁଛନ୍ତି କୁମ୍ଭୀର

ଅଷ୍ଟିନ ନିଉଜ ତା-୨୫-୦୮-୨୦୨୩ ସୁଯୋଗ ଦେଖି ମଣିଷ,ଗାଈଗୋରୁ,ଛେଳି,ମେଣ୍ଢା ଓ କୁକୁର ଭଳି ଉପରେ ଅଚାନକ ଝାମ୍ପ ମାରୁଛି କୁମ୍ଭୀର| ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରପଦା ପଞ୍ଚାୟତ ନିଆଳି ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ କୁମ୍ଭୀର ଦେଖାଯାଇଛି |